ମୂଖ୍ଯ କଠାେରୀର ଓ ଭିତର କଠାେରୀର କାନ୍ଥଗୁଡିକ ଗ୍ଭରିପାଖ ରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖାଦେିତ ହାଇେଥିଲା।
Cross references
ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।
ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।
ସହେି ଗୃହର କାନ୍ଥଗୁଡିକ ଏରସ କାଠର କଳିକା ରେ ଆଚ୍ଛାଦିତ ହେଲା ଓ ପଥର ଦଖାଗେଲାନାହିଁ। ସହେି କାନ୍ଥଗୁଡିକୁ ଆଚ୍ଛାଦନ କରିଥିବା ପଟାଗୁଡିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
ଏହିରୂପେ ସେ ଜିତ କାଠ ରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ ରେ ମଣ୍ତନ କଲେ।
ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାବୀ ବସ୍ତ୍ର ବ୍ଯବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବା ଦୂତଗଣକୃତି ବୁଣିଲେ।
ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।
ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନର ଏରସ ଗଛ ତୁଲ୍ଯ।
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:
ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।
ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।