Home Bibles ☰ Books ପ୍ରଥମ ରାଜାବଳୀ 5:18 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 5:18 · ଓଡ଼ିଆ ବାଇବେଲ

ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀଯ ଲୋକମାନେ ପଥରଗୁଡିକୁ ଖାଦେନ କଲେ। ଏହି ରୂପେ ସମାନେେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।

Cross references

ଯିହୋଶୂୟ 13:5

ତୁମ୍ଭେ ଏପର୍ୟ୍ଯନ୍ତ ଗିବଲିଯମାନଙ୍କ ଦେଶକକ୍ସ୍ଟ ପରାସ୍ତ କରି ନାହିଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲଗାଦ୍ଠାରକ୍ସ୍ଟ ହମାତ ରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବା ନୋନ୍। ଏମାନଙ୍କୁ ପରାସ୍ତ କରିବ।

ପ୍ରଥମ ରାଜାବଳୀ 5:4

ମାତ୍ର ଏବେ ସଦାପ୍ରଭୁ ମାରେ ପରମେଶ୍ବର ଚତୁର୍ଦ୍ଦିଗ ରେ ଶାନ୍ତି ଦଇେ ଅଛନ୍ତି। ବର୍ତ୍ତମାନ ମାରେଶତୃ କହେି ନାହାଁନ୍ତି କି ବିପଦର ଆଶଙ୍କା ନାହିଁ।

ଗୀତସଂହିତା 83:7

ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିଯମ ସ୍ଥାପନ କରିଅଛନ୍ତି।

ଯିହିଜିକଲ 27:9

ଗବାଲର ପ୍ରାଚୀନବର୍ଗ ମୁଖ୍ଯ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନଇେ ଅନ୍ୟମାନଙ୍କୁ ସାହାୟ୍ଯ କଲେ। ସମୁଦ୍ରର ୟାବତୀଯ ଜାହାଜ ଓ ସମାନଙ୍କେର ନାବିକଗଣ ତୁମ୍ଭ ସହିତ ବାଣିଜ୍ଯ କରିବା ପାଇଁ ଆସିଲେ।'

Interlinear

Choose Theme