Home Bibles ପ୍ରଥମ ରାଜାବଳୀ 4:26 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 4:26 · ଓଡ଼ିଆ ବାଇବେଲ

ଶଲୋମନଙ୍କର ରଥଗୁଡିକ ନିମନ୍ତେ 4,000 ଅଶ୍ବଶାଳା ଓ 12,000 ଅଶ୍ବାରୋହୀ ଥିଲେ।

Cross references

ଦିତୀୟ ବିବରଣ 17:16

କିନ୍ତୁ ସହେି ରାଜା ନିଜ ପାଇଁ ଅନକେ ଅଶ୍ବ ରଖିବ ନାହିଁ। କିଅବା ଅନକେ ଅଶ୍ବ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକକ୍ସ୍ଟ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, 'ଏହି ସମୟଠାରକ୍ସ୍ଟ ତୁମ୍ଭମାନେେ ଆଉ ଏ ପଥରେ ଫରେିବ ନାହିଁ।'

ଦିତୀୟ ଶାମୁୟେଲ 8:4

ଦାଉଦ ତାଠାରକ୍ସ୍ଟ 1 ,700 ଅଶ୍ବାରୋହୀ ଏବଂ 20 ,000 ପଦାତିକ ସୈନ୍ଯ ନେଲେ। ଦାଉଦ 100ଟି ଅଶ୍ବ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ବଗୁଡିକୁ ପଙ୍ଗକ୍ସ୍ଟ କରି ଦେଲେ।

ପ୍ରଥମ ରାଜାବଳୀ 10:25

ପ୍ରତିବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭଟେି ଆଣି ରାଜାଙ୍କୁ ଦଖାେ କରୁଥିଲେ। ସମାନେେ ରୂପାପାତ୍ର, ସୁନାପାତ୍ର , ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ଯ, ଅଶ୍ବ ଓ ଖଚର ଭଟେି ଆଣୁଥିଲେ।

ଦିତୀୟ ବଂଶାବଳୀ 1:14

ତାଙ୍କର ସୈନ୍ଯଦଳ ନିମନ୍ତେ ଶଲୋମନ ଘାଡ଼ୋସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1,400 ଟି ରଥ ଓ 12,000 ଅଶ୍ବ ସଂଗ୍ରହ କଲେ। ଶଲୋମନ ସମାନଙ୍କେୁ ରଥର ସହର ରେ ରଖିଲେ। ଆଉ କେତକଙ୍କେୁ ଶଲୋମନ ୟିରୁଶାଲମ ରେ ରାଜାଙ୍କ ନିକଟରେ ରଖିଲେ।

ଦିତୀୟ ବଂଶାବଳୀ 9:25

ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4 ,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।

ଗୀତସଂହିତା 20:7

କେତକେ ଲୋକ ସମାନଙ୍କେ ରଥ ଉପରେ ବିଶ୍ବାସ ରଖନ୍ତି। ଅନ୍ୟ ଲୋକମାନେ ସମାନଙ୍କେ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ନାମକୁ ଉଚ୍ଚସ୍ବରରେ ଡ଼ାକୁ।

Interlinear

Choose Theme