Home Bibles ☰ Books ପ୍ରଥମ ରାଜାବଳୀ 3:11 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 3:11 · ଓଡ଼ିଆ ବାଇବେଲ

ପରମେଶ୍ବର ତାଙ୍କୁ କହିଲେ, ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାଯୁ ମାଗିନାହିଁ କି ନିଜପାଇଁ ବିପୁଳ ଐଶ୍ବର୍ୟ୍ଯ ମାଗିନାହିଁ, କି ନିଜର ଶତୃମାନଙ୍କର ମୃତ୍ଯୁ ମାଗିନାହିଁ, ମାତ୍ର ଲୋକମାନଙ୍କର ନ୍ଯାଯ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ।

Cross references

ପ୍ରଥମ ରାଜାବଳୀ 3:9

ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?

ଗୀତସଂହିତା 4:6

ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।

ହିତୋପଦେଶ 16:31

ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।

ମାଥିଉଲିଖିତ ସୁସମାଚାର 20:21

ଯୀଶୁ ପଚ଼ାରିଲେ, ତୁମ୍ଭେ କ'ଣ ଚ଼ାହୁଁଛ?

ରୋମୀୟଙ୍କ ପ୍ରତି ପତ୍ର 8:26

ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।

ଯାକୁବଙ୍କ ପତ୍ 4:2

ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ନ ଥାଅ।

Interlinear

Choose Theme