Home Bibles ପ୍ରଥମ ରାଜାବଳୀ 22:29 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:29 · ଓଡ଼ିଆ ବାଇବେଲ

ଅନନ୍ତର ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦ୍କୁ ଗଲେ।

Cross references

ପ୍ରଥମ ରାଜାବଳୀ 22:2

ତତ୍ପରେ ତୃତୀୟ ବର୍ଷ ରେ ଯିହୁଦାର ରାଜା ୟିହୋଶାଫଟ, ଇଶ୍ରାୟେଲର ରାଜା ଆହାବ୍ଙ୍କୁ ସାକ୍ଷାତ କରିବାକୁ ଆସିଲେ।

ଦିତୀୟ ବଂଶାବଳୀ 18:28

ତେଣୁ ଇଶ୍ରାୟେଲର ରାଜା ଓ ଯିହୁଦାର ରାଜା ୟିହୋଶାଫଟ୍ ରାମାେତ୍-ଗିଲିଯାଦ୍ ସହର ଉପରେ ଆକ୍ରମଣ କଲେ,

Interlinear

Interlinear data is unavailable for this verse.

Choose Theme