ପ୍ରଥମ ରାଜାବଳୀ 21:17 · ଓଡ଼ିଆ ବାଇବେଲ
ଏହି ସମୟରେ ତିଶ୍ବୀଯ ଏଲିଯଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା:
Cross references
ଦିତୀୟ ରାଜାବଳୀ 1:15
ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିଯଙ୍କୁ କହିଲେ, ଅଧିନାଯକଙ୍କ ସହିତ ୟାଅ, ତାଙ୍କୁ ଭୟ କରନାହିଁ।
ଦିତୀୟ ରାଜାବଳୀ 5:26
ଏଥି ରେ ଇଲୀଶାୟ ତାକୁ କହିଲେ, ଏହା ସତ୍ଯ ନୁହେଁ କି? ସେ ଲୋକ ତୁମ୍ଭକୁ ଭଟେିବାକୁ ଯେତବେେଳେ ନିଜ ରଥରୁ ଫରେି ଆସିଲା, ସେତବେେଳେ ମାରେ ଅନ୍ତଃକରଣ ତୁମ୍ଭ ସାଥୀ ରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମଷେ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ'ଣ ସମୟ ନୁହେଁ?
ଗୀତସଂହିତା 9:12
ସଦାପ୍ରଭୁ ତାଙ୍କ ନିକଟକୁ ସାହାୟ୍ଯ ପାଇଁ ୟାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସହେି ଗରିବ ଲୋକମାନେ ସାହାୟ୍ଯ ପାଇଁ ଆକୁଳ ନିବଦନେ କରନ୍ତି ଓ ସଦାପ୍ରଭୁ ସମାନଙ୍କେ କଥା ଭୁଲି ପାରନ୍ତି ନାହିଁ।
ଯିଶାଇୟ 26:21
ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସମାନଙ୍କେର ଅପରାଧ ଲାଗି ଶାସ୍ତି ଦବୋକୁ ନିଜ ସ୍ଥାନ ପରିତ୍ଯାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।