Home Bibles ପ୍ରଥମ ରାଜାବଳୀ 21:15 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 21:15 · ଓଡ଼ିଆ ବାଇବେଲ

ଯେତବେେଳେ ଈଷବଲେ ନାବୋତର ମୃତ୍ଯୁ ସମ୍ବାଦ ଶୁଣିଲେ, ସେ ଆହାବ୍ଙ୍କୁ କହିଲେ, ୟିଷ୍ରିଯଲେୀଯ ନାବୋତ ଯେ କି ରେ ୗପ୍ୟ ମୁଦ୍ରା ଦଇେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।

Cross references

ପ୍ରଥମ ରାଜାବଳୀ 21:7

ତାଙ୍କର ପତ୍ନୀ ଈଷବଲେ ତାଙ୍କୁ କହିଲେ, ତୁମ୍ଭେ କ'ଣ ଇଶ୍ରାୟେଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ୟିଷ୍ରିଯଲେୀଯ ନାବୋତର ଦ୍ରାକ୍ଷାକ୍ଷେତ୍ର ଦବେି।

ହିତୋପଦେଶ 1:10

ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ।

ହିତୋପଦେଶ 4:17

ମନ୍ଦ କି ଅସତ୍ଯ କାମ କରିବା ସମାନଙ୍କେର ଖାଦ୍ୟ ଓ ପାନୀଯ ! ଏହା ବ୍ଯତୀତ ସମାନେେ ବଞ୍ଚିପାରିବେ ନାହିଁ।

Interlinear

Choose Theme