ପ୍ରଥମ ରାଜାବଳୀ 20:8 · ଓଡ଼ିଆ ବାଇବେଲ
ଏଥି ରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, ଆପଣ ତାଙ୍କ କଥା ରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥି ରେ ସମ୍ମତ ହୁଅନ୍ତୁ ନାହିଁ।