Home Bibles ପ୍ରଥମ ରାଜାବଳୀ 18:33 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 18:33 · ଓଡ଼ିଆ ବାଇବେଲ

ତା'ପରେ ସେ ୟଜ୍ଞବଦେୀ କାଠ ସଜାଇ ସହେି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ।

Cross references

ଆଦି ପୁସ୍ତକ 22:9

ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।

ଲେବୀୟ ପୁସ୍ତକ 1:6

ପୁଣି ସେ ଯାଜକ ସହେି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ।

ଲେବୀୟ ପୁସ୍ତକ 1:8

ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସହେି ଖଣ୍ଡ ସକଳ, ମସ୍ତକ ଓ ମଦେ ରଖିବେ।

ବିଚାରକର୍ତାମାନଙ୍କ ବିବରଣ 6:20

ପରମେଶ୍ବରଙ୍କର ଦୂତ ଗିଦ୍ଦିୟୋନକକ୍ସ୍ଟ କହିଲେ, ଏହି ତାଡିଶୂନ୍ଯ ପିଠାସବୁ ଏହି ମାଂସ ନଇେ ସହେି ପଥର ଉପରେ ରଖ ଓ ତା' ଉପରେ ଝୋଳ ଢାଳ। ତାଙ୍କୁ ଯେପରି କରିବାକୁ କକ୍ସ୍ଟହାଗଲା, ସେ ସହେିପରି କଲେ।

ଦାନିଏଲ 3:19

ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।

ଦାନିଏଲ 3:25

ରାଜା ଉତ୍ତର କରି କହିଲେ, ଦେଖ, ମୁଁ ଅଗ୍ନି କୁଣ୍ତ ରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସମାନେେ ଦଗ୍ଧିଭୂତ ହାଇେ ନାହାଁନ୍ତି ଓ ଚତୁର୍ଥ ଲୋକଟି ଦବପେୁତ୍ର ସଦୃଶ।

ଯୋହନଲିଖିତ ସୁସମାଚାର 11:39

ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।

ଯୋହନଲିଖିତ ସୁସମାଚାର 19:33

କିନ୍ତୁ ସମାନେେ ଯେତବେେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତବେେଳେ ସମାନେେ ଦେଖିଲେ ଯେ, ସେ ମରି ସାରିଲଣେି। ତେଣୁ ସମାନେେ ତାହାଙ୍କ ଗୋଡ ଭାଙ୍ଗିଲେ ନାହିଁ।

Interlinear

Choose Theme