Home Bibles ☰ Books ପ୍ରଥମ ରାଜାବଳୀ 14:25 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 14:25 · ଓଡ଼ିଆ ବାଇବେଲ

ରିହବିଯାମଙ୍କ ରାଜତ୍ବର ପଞ୍ଚମ ବର୍ଷ ରେ ମିଶରର ରାଜା ଶୀଶକ୍ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ କଲେ।

Cross references

ପ୍ରଥମ ରାଜାବଳୀ 11:40

ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

ଦିତୀୟ ବଂଶାବଳୀ 12:2

ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।

ଦିତୀୟ ବଂଶାବଳୀ 12:9

ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।

Interlinear

Choose Theme