Home Bibles ପ୍ରଥମ ରାଜାବଳୀ 13:5 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 13:5 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ପରମେଶ୍ବରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ଯ ଦ୍ବାରା ଯେଉଁ ସଙ୍କତେ ଦଇେଥିଲେ, ବଳିଦାନର ୟଜ୍ଞବଦେୀ ଭାଙ୍ଗି ଖଣ୍ତ ଖଣ୍ତ ହାଇଗେଲା ଓ ଭସ୍ମ ଅଜାଡି ହାଇେ ପଡିଲା।

Cross references

ଯାତ୍ରା ପୁସ୍ତକ 9:18

ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।

ଗଣନା ପୁସ୍ତକ 16:23

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଦିତୀୟ ବିବରଣ 18:22

ଯଦି କୌଣସି ଭବିଷ୍ଯଦ୍ବକ୍ତା କ ହେ ସେ ସଦାପ୍ରଭୁଙ୍କ ନାମ ଅନକ୍ସ୍ଟସା ରେ କହକ୍ସ୍ଟଛି, କିନ୍ତୁ ସପରେି ଯଦି କିଛି ନହକ୍ସ୍ଟଏ, ତବେେ ତୁମ୍ଭମାନେେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାଁନ୍ତି। ତୁମ୍ଭମାନେେ ଏହା ଜାଣିବ ଯେ ସହେି ଭବିଷ୍ଯଦ୍ବକ୍ତା ଜଣଙ୍କ ତାଙ୍କର ମନରକ୍ସ୍ଟ ଏପରି କହକ୍ସ୍ଟଛନ୍ତି। ତୁମ୍ଭମାନେେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।

ପ୍ରଥମ ରାଜାବଳୀ 13:3

ଆଉ ସହେି ପରମେଶ୍ବରଙ୍କ ଲୋକ ସହେିଦିନ ଏକ ଚିହ୍ନ ଦଇେ କହିଲେ, ଭବିଷ୍ଯତ ରେ ଏହା ହବେ। 'ଏଠାକୁ ଦେଖ, ଏହି ବଦେୀ ଖଣ୍ତ ଖଣ୍ତ ହାଇେ ଭାଙ୍ଗି ପଡିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡି ହାଇେ ପଡିବ।'

ପ୍ରଥମ ରାଜାବଳୀ 17:16

ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।

ପ୍ରଥମ ରାଜାବଳୀ 22:28

ତହିଁରେ ମୀଖାଯ ଉଚ୍ଚସ୍ବର ରେ କହିଲେ, ତୁମ୍ଭମାନେେ ସମସ୍ତେ ଶୁଣ, ଯଦି ରାଜା ଆହାବ୍ କୁଶଳ ରେ ୟୁଦ୍ଧ କ୍ଷେତ୍ରରୁ ଫରେି ଆ ସେ, ତବେେ ସଦାପ୍ରଭୁ ମାେତେ ବାର୍ତ୍ତା ଦଇେ ନାହାଁନ୍ତି ବୋଲି ଜାଣିବ।

ପ୍ରଥମ ରାଜାବଳୀ 22:35

ସଦେିନ ସୈନ୍ଯମାନେ ପ୍ରବଳ ୟୁଦ୍ଧ ଚଳାଇଲେ, ରାଜା ଆହାବ୍ ତାଙ୍କ ରଥରେ ରହିଲେ। ସେ ଅରାମୀଯ ସୈନ୍ଯମାନଙ୍କୁ ଦେଖି ରଥର ପାଶର୍‌ବ ରେ ଆଉଜି ହାଇେ ରହିଲେ। ତାଙ୍କର ରକ୍ତ ରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ଯାବଳକେୁ ସେ ମୃତ୍ଯୁ ବରଣ କଲେ।

ଯିରିମିୟ 28:16

ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ' ହେ ହନାନିଯ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛ।

ଆମୋଷ 3:14

ଇଶ୍ରାୟେଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସହେିଦିନ ଆମ୍ଭେ ମଧ୍ଯ ବୈଥଲରେ ସମସ୍ତ ୟଜ୍ଞବଦେୀକୁ ଧ୍ବଂସ କରିବା। ସହେି ୟଜ୍ଞବଦେୀର ତୂରୀସବୁ ଖଣ୍ତ ଖଣ୍ତ ହବେ ଓ ଭୂମିରେ ପକାୟିବ।

ମାର୍କଲିଖିତ ସୁସମାଚାର 16:20

ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:1

ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।

Interlinear

Choose Theme