ଏହା ଶୁଣିକି ବୃଦ୍ଧ ଭବିଷ୍ଯଦ୍ବକ୍ତା ୟିଏ ପରମେଶ୍ବରଙ୍କ ଲୋକକୁ ଫରୋଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦଇେଥିଲେ, ସେ କହିଲେ, ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ବାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ହେଲା। ଯେଉଁଟାକି ସେ ତାକୁ କହିଥିଲେ।
Cross references
ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ କୁହନ୍ତି, ' ଯେଉଁମାନେ ମାେ ନିକଟକୁ ଆସନ୍ତି, ସମାନେେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖ ରେ ମୁଁ ଗୌରବାନ୍ବିତ ହବେି।' ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ଯୁ କଥା ନ କହି ନୀରବ ରହିଲେ।
ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'
କିନ୍ତୁ ତୁମ୍ଭେ ଏହି କକ୍ସ୍ଟକର୍ମ କରି ସଦାପ୍ରଭୁଙ୍କୁ ବହକ୍ସ୍ଟତ ଅସମ୍ମାନ ଦଖାଇେଅଛ। ତେଣୁ ଜନ୍ମ କରୁଥିବା ପକ୍ସ୍ଟତ୍ରଗଣ ନିଶ୍ଚଯ ମରିବ।
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।
ଆଉ ଆମ୍ଭ ମନ୍ଦିରରୁ ଏହି ଅଭିୟାନ ଆରମ୍ଭ କର। ତେଣୁ ସମାନେେ ମନ୍ଦିରର ସମ୍ମୁଖ ରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।
ସେଥିପାଇଁ ତୁମ୍ଭମାନଙ୍କ ମଧିଅରେ ଅନକେ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନକେ ମୃତ ହେଲଣେି।
ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?