ପ୍ରଥମ ରାଜାବଳୀ 13:23 · ଓଡ଼ିଆ ବାଇବେଲ
ପରମେଶ୍ବରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ଯଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ଯାଗ କଲା।
Cross references
ଦିତୀୟ ରାଜାବଳୀ 4:24
ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସବେକକୁ କହିଲେ, ଦ୍ରୁତଗତି ରେ ଗର୍ଦ୍ଦଭକୁ ଚଲାଅ ଓ ମାରେଆଦେଶ ନ ପାଇବା ପର୍ୟ୍ଯନ୍ତ ଗତି ଧୀର କରନାହିଁ।