ପ୍ରଥମ ରାଜାବଳୀ 12:3 · ଓଡ଼ିଆ ବାଇବେଲ
ଇଶ୍ରାୟେଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିଯାମକୁ ସମାନଙ୍କେର ରାଜା କଲେ। ରିହବିଯାମ ମଧ୍ଯ ରାଜା ହବୋକୁ ଶିଖିମ ଗଲେ। ଲୋକମାନେ ତାଙ୍କୁ କହିଲେ,
Cross references
ବିଚାରକର୍ତାମାନଙ୍କ ବିବରଣ 9:1
ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।
ଦିତୀୟ ବଂଶାବଳୀ 10:3
ଇଶ୍ରାୟେଲର ଲୋକମାନେ ୟାରବିଯାମ୍ଙ୍କୁ ସମାନଙ୍କେ ସଙ୍ଗ ରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ। ଏହାପରେ ୟାରବିଯାମ୍ ଓ ଇଶ୍ରାୟେଲ ସମସ୍ତ ଲୋକ ରିହବିଯାମ୍ଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରିହବିଯାମ୍,