ସେ ଶଲୋମନଙ୍କୁ ଇଶ୍ରାୟେଲର ପରମେଶ୍ବର ବ୍ଯତୀତ ଅନ୍ୟ କୌଣସି ଦବଗେଣର ପଶ୍ଚାତଗାମୀ ନ ହବୋକୁ ଆଜ୍ଞା ଦଇେଥିଲେ। ମାତ୍ର ସେ ପରମେଶ୍ବରଙ୍କର ଆଜ୍ଞା ପାଳନ କଲେ ନାହିଁ।
Cross references
ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହବେ, ଆମ୍ଭର ସମସ୍ତ ବ୍ଯବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସା ରେ ଗ୍ଭଲିବ ତବେେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସହେି ବାକ୍ଯ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ।
ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।
ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବା ରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିଯମ ମାନିବାକୁ ଯତ୍ନ ନକରନ୍ତି, ଯଦି ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କର କି ପ୍ରତିମାର ସବୋକର ଓ ପ୍ରଣାମ କର, ତବେେ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଭୂମିରୁ ବିତାଡିତ କରିବା,
ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ଯ ଯଦି ଆମ୍ଭ ସମ୍ମୁଖ ରେ ଜୀବନୟାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦଇେଅଛୁ, ତାହାସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିଯମ ଓ ନୀତି ପାଳନ କରିବ,