Home Bibles ☰ Books ପ୍ରଥମ ରାଜାବଳୀ 10:19 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 10:19 · ଓଡ଼ିଆ ବାଇବେଲ

ସହେି ସିଂହାସନକୁ ୟିବାକୁ ଛଅଟି ପାବଛ ଥିଲା, ସହେି ସିଂହାସନ ଉପରି ଭାଗର ପଛଆଡେ ଗୋଲାକାର ଥିଲା। ଆସନର ଦୁଇ ପାଶର୍‌ବ ରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସହେି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡା ହାଇେଥିଲେ।

Cross references

ଉପଦେଶକ 2:4

ଏହାପ ରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନକେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି।

Interlinear

Choose Theme