ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, ଭବିଷ୍ଯଦ୍ବକ୍ତା ନାଥନ ଏଠା ରେ ଉପସ୍ଥିତ। ତା'ପରେ ନାଥନ ରାଜାଙ୍କ ସମ୍ମୁଖକୁ ୟାଇ ତାଙ୍କୁ ନତମସ୍ତକ ହାଇେ ପ୍ରଣାମ କଲେ।
Cross references
ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।
ବତ୍ଶବୋ ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରମାଣ କଲେ। ତା'ପରେ ରାଜା ପଚାରିଲେ, ତୁମ୍ଭେ କ'ଣ ଇଚ୍ଛା କରୁଛ?
ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।
ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।