Home Bibles ପ୍ରଥମ ରାଜାବଳୀ 1:19 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:19 · ଓଡ଼ିଆ ବାଇବେଲ

ଆଉ ସେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିଯାଥର ଯାଜକଙ୍କୁ ଓ ଯୋୟାବ ସନୋପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ବସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ।

Cross references

ପ୍ରଥମ ରାଜାବଳୀ 1:7

ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।

ପ୍ରଥମ ରାଜାବଳୀ 1:25

କାରଣ ସେ ଆଜି ୟାଇ ଉପତ୍ୟକା ରେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସନୋପତିମାନଙ୍କୁ ଏବଂ ଅବିଯାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସମାନେେ ଏକତ୍ରୀତ ହାଇେ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, 'ରାଜା ଅଦୋନିଯ ଚିରଜୀବି ହୁଅନ୍ତୁ।'

Interlinear

Choose Theme