Home Bibles ଯୋହନଙ୍କ ପ୍ରଥମ ପତ୍ର 2:4 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରଥମ ପତ୍ର 2:4 · ଓଡ଼ିଆ ବାଇବେଲ

ଯଦି କିଏ କୁ ହେ, ମୁଁ ପରମେଶ୍ବରଙ୍କୁ ଜାଣେ, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତବେେ ସେ ଜଣେ ମିଥ୍ଯାବାଦୀ। ତାହାଙ୍କଠା ରେ ସତ୍ଯ ନାହିଁ।

Cross references

ହୋଶେୟ 8:2

ସମାନେେ ଆମ୍ଭକୁ ଚିତ୍କାର କରି କହନ୍ତି, ' ହେ ପରମେଶ୍ବର ଆମ୍ଭେ ଇଶ୍ରାୟେଲବାସୀ ତୁମ୍ଭକୁ ଜାଣୁ।'

ତୀତସଙ୍କ ପ୍ରତି ପତ୍ର 1:16

ସେ ଲୋକମାନେ କୁହନ୍ତି ଯେ ସମାନେେ ପରମେଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସମାନେେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସମାନେେ ପରମେଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। ସମାନେେ ଭୟଙ୍କର ଲୋକ, ଆଜ୍ଞା ବି ରୋଧୀ ଓ କୌଣସି ଭଲ କାମ ପାଇଁ ଅ ଯୋଗ୍ଯ।

ଯାକୁବଙ୍କ ପତ୍ 2:14

ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !

ଯୋହନଙ୍କ ପ୍ରଥମ ପତ୍ର 1:6

ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ବରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାର ରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ଯାବାଦୀ ଓ ସତ୍ଯର ଅନୁସରଣ କରୁ ନାହୁଁ।

ଯୋହନଙ୍କ ପ୍ରଥମ ପତ୍ର 1:8

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 1:10

ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତବେେ ଆମ୍ଭେ ପରମେଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍ଭମାନେେ ଗ୍ରହଣ କରି ନାହୁଁ।

ଯୋହନଙ୍କ ପ୍ରଥମ ପତ୍ର 2:9

ଯେଉଁ ଲୋକ ଆଲୋକରେ ଅଛି ବୋଲି କୁ ହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ଏପର୍ୟ୍ଯନ୍ତ ଅନ୍ଧକାର ରେ ରହିଛି।

ଯୋହନଙ୍କ ପ୍ରଥମ ପତ୍ର 4:20

ଯଦି କହେି କ ହେ ମୁଁ ପରମେଶ୍ବରଙ୍କୁ ପ୍ ରମେ କରେ, କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ହେଉଛି ମିଥ୍ଯାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତବେେ ଯେଉଁ ପରମେଶ୍ବରଙ୍କୁ ସେ କବେେ ଦେଖି ନାହିଁ, ତାହାଙ୍କୁ ପ୍ ରମେ କରି ପାରିବ ନାହିଁ।

Interlinear

Choose Theme