Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:36 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:36 · ଓଡ଼ିଆ ବାଇବେଲ

ଯଦି କହେି ନିଜର କନ୍ଯା ଗତବୟସ୍କା ହବୋର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ଯା ପ୍ରତି ଉଚିତ୍ ବ୍ଯବହାର କରୁ ନାହିଁ, ଓ ଭାବେ ଯେ କନ୍ଯାର ବିବାହ ଆବଶ୍ଯକ, ତବେେ ସେ ଯେପରି ଚା ହେଁ ସପରେି କରିପା ରେ। ସମାନଙ୍କେର ବିବାହ କରିଦବୋ ଉଚିତ୍। ଏହା ପାପ ନୁହେଁ।

Cross references

ପ୍ରଥମ ଶାମୁୟେଲ 2:33

ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କକ୍ସ୍ଟ ଆପଣା ୟଜ୍ଞବଦେୀରକ୍ସ୍ଟ ଆସକ୍ସ୍ଟଥିବା ମୁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକେ ମାରେ ୟଜ୍ଞବଦେୀ ରେ ସବୋ କରିବ। ସମାନେେ ତୁମ୍ଭର ପରିବାର ଧ୍ବଂସ ପାଇଁ କାନ୍ଦକ୍ସ୍ଟଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସମାନଙ୍କେର ୟୌବନାବସ୍ଥା ରେ ମରିବେ।

ଯିରିମିୟ 29:6

ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:9

କିନ୍ତୁ ଯଦି ସମାନେେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା' ହେଲେ ସମାନେେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନି ରେ ପୋଡ଼ି ହବୋ ଅପେକ୍ଷା ବିବାହ କରିବା ଉତ୍ତମ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:37

କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପା ରେ ଯେ ବାହା ହବୋ ଦରକାର ନାହିଁ। ତାହାହେଲେ ସେ ଯାହା ଚା ହେଁ ତାହା କରିବା ପାଇଁ ସ୍ବାଧୀନତା ପାଇଛି। ଯଦି ସେ ଗ୍ଭ ହେଁ ତାହାର ମନ ରେ ଯେ ସେ ତାହାର କନ୍ଯାକୁ ବିବାହ ଦବେ ନାହିଁ, ସେ ଉଚିତ୍ କରୁଛିା

Interlinear

Choose Theme