Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:8 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:8 · ଓଡ଼ିଆ ବାଇବେଲ

କିନ୍ତୁ ମୁଁ ଏଫିସ ନଗର ଠା ରେ ପେଣ୍ଟିକଷ୍ଟ ପର୍ବ ପର୍ୟ୍ଯନ୍ତ ରହିବି।

Cross references

ଯାତ୍ରା ପୁସ୍ତକ 23:16

ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।

ଲେବୀୟ ପୁସ୍ତକ 23:15

ଅନନ୍ତର ସହେି ବିଶ୍ରାମବାର ପରଦିନଠାରୁ ଯେଉଁଦିନ ଦୋଳନୀଯ ନବୈେଦ୍ଯରୂପେ ବିଡା ଆଣିଲ ସହେିଦିନଠାରୁ ପୂର୍ଣ ସାତ ସପ୍ତାହ ଗଣନା କରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:1

ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:19

ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:32

ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।

Interlinear

Choose Theme