କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:44 · ଓଡ଼ିଆ ବାଇବେଲ
ପ୍ରାକୃତିକ ଶରୀରଟି ବୁଣାଯାଏ, ଆତ୍ମିକ ଶରୀର ଉଥିତ ହୁଏ।
Cross references
ଲୂକଲିଖିତ ସୁସମାଚାର 24:31
ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।
ଯୋହନଲିଖିତ ସୁସମାଚାର 20:19
ସଦେିନ ରବିବାର ଥିଲା। ସନ୍ଧ୍ଯା ରେ ସବୁ ଶିଷ୍ଯମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟ ରେ ଶିଷ୍ଯମାନେ ଘରର ସବୁ କବାଟ ବନ୍ଦ କରିଦଇେଥିଲେ। ତା'ପରେ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହାଇେ ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।
ଯୋହନଲିଖିତ ସୁସମାଚାର 20:26
ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:50
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏକଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହାଇେ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।