Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:40 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:40 · ଓଡ଼ିଆ ବାଇବେଲ

ସ୍ବର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ଯ ଅଛି। କିନ୍ତୁ ସ୍ବର୍ଗୀୟ ଶରୀରରୁ ଏକ ପ୍ରକାରର ହବେ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହବେ।

Cross references

ଦାନିଏଲ 12:3

ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।

Interlinear

Choose Theme