Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:12 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:12 · ଓଡ଼ିଆ ବାଇବେଲ

ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ଉତ୍ଥିତ ହାଇେଥିଲେ, ଏହା ପ୍ରଚାରିତ ହାଇେଛି, ତା' ହେଲେ ତୁମ୍ଭମାନଙ୍କ ମଧ୍ଯରୁ କେତଜେଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ଯୁରୁ ଉତ୍ଥିତ ହାଇପୋରିବେ ନାହିଁ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 17:32

ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:8

ସାଦ୍ଦୁକୀମାନେ ବିଶ୍ବାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ବର୍ଗଦୂତ କିଅବା ଆତ୍ମା କହେି ନାହାଁନ୍ତି। କିନ୍ତୁ ଫାରୁଶୀମାନେ ଏ ଦୁଇଟି ବିଷୟକୁ ବିଶ୍ବାସ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:8

ପରମେଶ୍ବର ଯେ ଲୋକମାନଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରି ପାରିବେ, ଏକଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:13

ଯଦି ଲୋକମାନେ ମୃତ୍ଯୁରୁ ଉଥିତ ହବେେ ନାହିଁ, ତା' ହେଲେ ଖ୍ରୀଷ୍ଟ ମଧ୍ଯ ମୃତ୍ଯୁରୁ ଉତ୍ଥିତ ହାଇେ ନାହାଁନ୍ତି,

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:17

ପରମେଶ୍ବର ଆମ୍ଭକୁ ପ୍ ରମେ କରନ୍ତି। ନିଜ ଅନୁଗ୍ରହ ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତକାଳସ୍ଥାଯୀ ଉତ୍ସାହ ଓ ଉତ୍ତମ ଭରସା ଦଇେଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:18

ସମାନେେ ସତ୍ ଶିକ୍ଷା ତ୍ଯାଗ କରିଛନ୍ତି। ସମାନେେ କୁହନ୍ତି ଯେ ମୃତ୍ଯୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସହେି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ବାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ବରଙ୍କ ଦୃଢ଼ ମୂଳଦୁଆ ସହେିଭଳି ରହିଛି।

Interlinear

Choose Theme