କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:9 · ଓଡ଼ିଆ ବାଇବେଲ
ସହେିଭଳି ତୁମ୍ଭମାନେେ ଜିହ୍ବା ଦ୍ବାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା' ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନ ରେ କଥା କହିଲାପରି ହବେ।
Cross references
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:26
ସେଥିପାଇଁ ମୁଁ ଏକ ଲକ୍ଷ୍ଯ ରେ ଲକ୍ଷ୍ଯସ୍ଥଳକୁ ଦୌଡ଼ୁଅଛି। ମୁଁ ମୁଷ୍ଟି ୟୁଦ୍ଧ କଲାପରି ୟୁଦ୍ଧ କରୁଛି, ବାଯୁ ସଙ୍ଗେ ୟୁଦ୍ଧ କରୁ ନାହିଁ।