ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
Cross references
ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ୟ୍ଯଗୁଡିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାୟ୍ଯ ପ୍ରଦାନ କରୁଥିବା କାର୍ୟ୍ଯମାନ କରିବା।
ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।
ଯେଉଁଲୋକକୁ ବିଭିନ୍ନ ଭାଷା ରେ କହିବା ଶକ୍ତି ପ୍ରାପ୍ତ ହାଇେଛି, ସେ ନିଜକୁ ନିଷ୍ଠା ଜନ୍ମାଏ ; କିନ୍ତୁ ଯେଉଁଲୋକ ଭାବବାଣୀ କ ହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
ତୁମ୍ଭପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ତୁମ୍ଭମାନେେ ଆଧ୍ଯାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣ ରେ ପାଇବାକୁ ଚେଷ୍ଟା କର।
ଯଦି କିଏ ଅନ୍ୟ ଭାଷା ରେ କହୁଛି, ତା' ହେଲେ ମାତ୍ର ଦୁଇ ବା ତିନିଜଣ ଲୋକ ଏପରି କହିବା ଉଚିତ ଓ ଅନ୍ୟଜଣେ ସମାନେେ ଯାହାସବୁ କ ହେ ତାର ଅନୁବାଦ କରିବା ଉଚିତ୍।
ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।
ତୁମ୍ଭମାନେେ କ'ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷ ରେ ୟୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବ ରେ ପରମେଶ୍ବରଙ୍କ ଆଗ ରେ କହିଥିଲୁ। ତୁମ୍ଭମାନେେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହା କିଛି କହୁଛୁ ତାହା ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ଶକ୍ତିଶାଳୀ ହବେ ବୋଲି କହୁଛୁ।
ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତବେେଳେ ମୁଁ ଆ ସେ, ସେତବେେଳେ ଦଣ୍ଡ ଦବୋ ପାଇଁ ମାେତେ ମାେ ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରମେଶ୍ବର ମାେତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
ପରମେଶ୍ବରଙ୍କ ଲୋକମାନେ ତାଙ୍କର ସବୋ କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହବେେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସମାନଙ୍କେୁ ଦେଲେ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍ଭମାନେେ ମଧ୍ଯ ଦୃଢ଼ ଓ ବଳବାନ ହବୋ।
ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି ହାଇେ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ ରମେ ରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।
ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।
ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।