Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:30 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:30 · ଓଡ଼ିଆ ବାଇବେଲ

କାରଣ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସାରି ଭୋଜନ କରିଥିବା ୟୋଗୁଁ ମୁଁ ସମାଲୋଚିତ ହବୋ ଅନୁଚିତ୍।

Cross references

ରୋମୀୟଙ୍କ ପ୍ରତି ପତ୍ର 14:6

ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:3

ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।

Interlinear

Choose Theme