କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:15 · ଓଡ଼ିଆ ବାଇବେଲ
ଏଥିଲାଗି ଧନ୍ଯବାଦ ଦେଉଛି ଯେ, କହେି ହେଲେ ମାେ ନାମ ରେ ତୁମ୍ଭମାନେେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ।
Cross references
ଯୋହନଲିଖିତ ସୁସମାଚାର 3:28
ତୁମ୍ଭମାନେେ ନିଜେ ମାରେ କହିବା ଶୁଣିଛ ଯେ 'ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ଯ ରେ ଈଶ୍ବର ମାେତେ ପଠାଇଛନ୍ତି।'
ଯୋହନଲିଖିତ ସୁସମାଚାର 7:18
ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଚାର କରେ, ସେ ନିଜ ପାଇଁ ସମ୍ମାନ ଚା ହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ ରରଣକେର୍ତ୍ତାଙ୍କର ସମ୍ମାନ ଚା ହେଁ ସେ ସତ୍ଯ କ ହେ। ତା' ପାଖ ରେ କିଛି ମିଥ୍ଯା ନାହିଁ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:2
ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।