Home Bibles ☰ Books ପ୍ରଥମ ବଂଶାବଳୀ 9:7 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:7 · ଓଡ଼ିଆ ବାଇବେଲ

ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିବା ବିନ୍ଯାମୀନ ପରିବାରବର୍ଗର ଥିଲେ : ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋଦ୍ବିଯଙ୍କ ପୁତ୍ର ଥିଲେ। ହୋଦ୍ବିଯ ହସନୁଯଲଙ୍କେ ପୁତ୍ର ଥିଲେ।

Cross references

ପ୍ରଥମ ବଂଶାବଳୀ 8:28

ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

ନିହିମିୟା 8:4

ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍‌ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍‌ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।

ନିହିମିୟା 10:20

ମଗ୍ପୀଯସ, ମଶୁଲ୍ଲମ୍ ଓ ହଷେୀର,

ନିହିମିୟା 11:7

ବିନ୍ଯାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ୟୋଯଦରେ ପୁତ୍ର, ୟୋଯେଦ୍ ପଦାଯର ପୁତ୍ର ଥିଲା, ପଦାଯ କୋଲାଯାର ପୁତ୍ରଥିଲା, କୋଲାଯା ମା ସଯରେ ପୁତ୍ର ଥିଲା, ମା ସଯେ ଇଥୀଯଲରେ ପୁତ୍ର, ଇଥୀଯଲେ ୟିଶାଯାହର ପୁତ୍ର ଥିଲା।

Interlinear

Choose Theme