Home Bibles ☰ Books ପ୍ରଥମ ବଂଶାବଳୀ 9:5 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:5 · ଓଡ଼ିଆ ବାଇବେଲ

ୟିରୁଶାଲମ ରେ ବାସ କରୁଥିବା ଶୀଲୋନୀଯ ଲୋକମାନେ ଥିଲେ, ଅସାଯ ଜେଷ୍ଠ ପୁତ୍ର ଥିଲେ ଓ ଅସାଯଙ୍କର ପୁତ୍ରମାନେ ଥିଲେ।

Cross references

ଗଣନା ପୁସ୍ତକ 26:20

ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।

ନିହିମିୟା 11:5

ବାଋକର ପୁତ୍ର ମା ସଯେ, ବାଋକ୍ କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାଯର ପୁତ୍ର, ହସାଯ ଅଦାଯାର ପୁତ୍ର, ଅଦାଯା ୟୋଯାରୀବର ପୁତ୍ର, ୟୋଯାରୀବ୍ ଜିଖରିଯର ପୁତ୍ର ଥିଲା। ଜିଖରିଯ ଶୀଲୋନିଯମାନଙ୍କର ଭବିଷ୍ଯତ୍ ବଂଶଧର ଥିଲା।

Interlinear

Choose Theme