ପ୍ରଥମ ବଂଶାବଳୀ 9:35 · ଓଡ଼ିଆ ବାଇବେଲ
ୟିଯଲେ ଗିବିଯୋନଙ୍କ ପତା ଥିଲେ। ୟିଯଲେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।
Cross references
ପ୍ରଥମ ବଂଶାବଳୀ 2:23
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।
ପ୍ରଥମ ବଂଶାବଳୀ 2:45
ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ।
ପ୍ରଥମ ବଂଶାବଳୀ 2:50
ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।
ପ୍ରଥମ ବଂଶାବଳୀ 8:29
ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।