Home Bibles ପ୍ରଥମ ବଂଶାବଳୀ 9:3 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:3 · ଓଡ଼ିଆ ବାଇବେଲ

ଏହି ଲୋକମାନେ ଯେଉଁମାନେ ୟିରୁଶାଲମ ରେ ବାସ କରୁଥିଲେ ସମାନେେ ଯିହୁଦା, ବିନ୍ଯାମୀନ, ଇଫ୍ରଯିମ ଓ ମନଃଶିଙ୍କ ଗୋଷ୍ଠୀର ଥିଲେ।

Cross references

ପ୍ରଥମ ବଂଶାବଳୀ 8:28

ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

ଦିତୀୟ ବଂଶାବଳୀ 11:16

ଏହାପରେ ଇଶ୍ରାୟେଲ ସହେି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ, ସମାନଙ୍କେର ପିତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ୟିରୁଶାଲମକୁ ଆସିଲେ।

ଦିତୀୟ ବଂଶାବଳୀ 30:11

କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।

ନିହିମିୟା 11:1

ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।

ନିହିମିୟା 11:4

ଯିହୁଦାର ବଂଶଧରଗୁଡିକ ମଧ୍ଯରୁ ଓ ବିନ୍ଯାମୀନର ବଂଶଧରଗୁଡିକ ମଧ୍ଯରୁ, କେତକେ ଲୋକ ୟିରୁଶାଲମ ରେ ବାସ କଲେ।

Interlinear

Choose Theme