Home Bibles ☰ Books ପ୍ରଥମ ବଂଶାବଳୀ 8:32 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 8:32 · ଓଡ଼ିଆ ବାଇବେଲ

ମିକଲୋତ୍ ଶିମିଯଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ଯ ୟିରୁଶାଲମ ରେ ସମାନଙ୍କେର ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।

Cross references

ପ୍ରଥମ ବଂଶାବଳୀ 8:28

ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

ପ୍ରଥମ ବଂଶାବଳୀ 9:38

ମିକଲୋତ୍ ଶିମିଯାମ୍ଙ୍କ ପିତା ଥିଲେ। ୟିଯଲଙ୍କେ ପରିବାର ୟିରୁଶାଲମ ରେ ସମାନଙ୍କେ ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।

Interlinear

Choose Theme