Home Bibles ☰ Books ପ୍ରଥମ ବଂଶାବଳୀ 7:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 7:4 · ଓଡ଼ିଆ ବାଇବେଲ

ସମାନଙ୍କେର ପରବାରର ଇତିହାସ ଦର୍ଶାଏ ଯେ, ସମାନଙ୍କେର 36,000 ସୈନିକ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହାଇେ ରହୁଥିଲେ। ସମାନଙ୍କେର ଏକ ବୃହତ୍ ପରିବାର ଥିଲା, କାରଣ ସମାନଙ୍କେର ଅନକେ ସ୍ତ୍ରୀ ଓ ସନ୍ତାନ ସନ୍ତତି ଥିଲେ।

Cross references

ପ୍ରଥମ ବଂଶାବଳୀ 12:32

ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।

Interlinear

Choose Theme