ପ୍ରଥମ ବଂଶାବଳୀ 6:29 · ଓଡ଼ିଆ ବାଇବେଲ
ଏହିମାନେ ମରାରିଙ୍କ ପୁତ୍ର ଥିଲେ : ମହଲି, ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।
Cross references
ଗଣନା ପୁସ୍ତକ 3:33
ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।
ପ୍ରଥମ ରାଜାବଳୀ 5:11
ଶଲୋମନ ଏହି ସବୋ ବଦଳ ରେ 20,000 ମହଣ ଗହମ ଓ 20,000 ମହଣ ଅଲିଭତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ଯ ରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
ପ୍ରଥମ ବଂଶାବଳୀ 6:19
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
ପ୍ରଥମ ବଂଶାବଳୀ 15:17
ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।