Home Bibles ପ୍ରଥମ ବଂଶାବଳୀ 6:27 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:27 · ଓଡ଼ିଆ ବାଇବେଲ

ଇଲୀଯାବ୍ ନହାତଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯାବ୍ଙ୍କ ପୁତ୍ର ଥିଲେ। ଇଲକାନା ୟିରୋହମ୍ଙ୍କ ପୁତ୍ର ଥିଲେ। ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ।

Cross references

ପ୍ରଥମ ଶାମୁୟେଲ 1:1

ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

ପ୍ରଥମ ଶାମୁୟେଲ 1:19

ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।

ପ୍ରଥମ ବଂଶାବଳୀ 6:2

କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।

ପ୍ରଥମ ବଂଶାବଳୀ 6:5

ଅବିଶୂଯ ବୁକ୍କିଙ୍କ ପିତା ଥିଲେ। ବୁକ୍କ ଉଷିଙ୍କ ପିତା ଥିଲେ।

Interlinear

Choose Theme