Home Bibles ପ୍ରଥମ ବଂଶାବଳୀ 6:1 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:1 · ଓଡ଼ିଆ ବାଇବେଲ

ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

Cross references

ଆଦି ପୁସ୍ତକ 46:11

ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।

ଯାତ୍ରା ପୁସ୍ତକ 6:16

ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଗଣନା ପୁସ୍ତକ 3:14

ଅନନ୍ତର ସଦାପ୍ରଭୁ ସୀନଯ ମରୁଭୂମିରେ ମାଶାଙ୍କେୁ ପୁଣି କହିଲେ,

ଗଣନା ପୁସ୍ତକ 3:17

ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

ଗଣନା ପୁସ୍ତକ 26:57

ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।

ପ୍ରଥମ ବଂଶାବଳୀ 6:16

ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

ପ୍ରଥମ ବଂଶାବଳୀ 6:20

ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:6

ଦାଉଦ ଲବେୀୟମାନଙ୍କୁ ତିନି ଗୋଟି ଦଳ ରେ ବିଭକ୍ତ କଲେ। ସମାନେେ ଲବେୀୟ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।

ଏଜ୍ରା 8:18

ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର,

Interlinear

Choose Theme