ପ୍ରଥମ ବଂଶାବଳୀ 4:13 · ଓଡ଼ିଆ ବାଇବେଲ
କନହସଙ୍କର ପୁତ୍ରମାନେ ଥିଲେ ଅତ୍ନୀଯଲେ ଓ ସରାଯ, ଅତ୍ନୀଯଲଙ୍କେର ପୁତ୍ରମାନେ ଥିଲେ ହଥତ୍ ଓ ମିୟନୋଥୟ।
Cross references
ଯିହୋଶୂୟ 15:17
କାଲେବ୍ ଭାଇ କନସର ପକ୍ସ୍ଟତ୍ର ଅନୀଯଲେ ସେ ସହରକକ୍ସ୍ଟ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ଯା ଅକଷାରକକ୍ସ୍ଟ ଅତ୍ନୀଯଲେ ସହିତ ବିବାହ ଦେଲେ।
ବିଚାରକର୍ତାମାନଙ୍କ ବିବରଣ 1:13
କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନସର। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ। ଅତ୍ନୀଯଲେ କରିଯଥ- ସଫରେର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକକ୍ସ୍ଟ ବିବାହ ଦେଲେ।
ବିଚାରକର୍ତାମାନଙ୍କ ବିବରଣ 3:9
ଏହାପରେ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନଙ୍କେୁ ସାହାୟ୍ଯ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସହେି ଲୋକର ନାମ ଥିଲା ଅତ୍ନୀଯଲେ। ସେ ଥିଲେ କାଲବଙ୍କେର ସାନ ଭାଇ କନସରର ପକ୍ସ୍ଟତ୍ର।