Home Bibles ☰ Books ପ୍ରଥମ ବଂଶାବଳୀ 27:7 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 27:7 · ଓଡ଼ିଆ ବାଇବେଲ

ଅସା ହେଲ ଚତୁର୍ଥ ସନୋଧ୍ଯକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିଯ ସନୋଧ୍ଯକ୍ଷ ହେଲେ। ଅସା ହେଲ ଚତୁର୍ଥ ମାସର ସନୋଧ୍ଯକ୍ଷ ଥିଲେ। ଅସା ହେଲଙ୍କ ସୈନ୍ଯ ଦଳ ରେ 24,000 ଲୋକ ଥିଲେ।

Cross references

ଦିତୀୟ ଶାମୁୟେଲ 2:13

ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।

ଦିତୀୟ ଶାମୁୟେଲ 2:18

ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

ଦିତୀୟ ଶାମୁୟେଲ 23:24

ଯୋୟାବର ଭ୍ରାତା ଅସା ହେଲ ଉକ୍ତ ତିରିଶ ଜଣ ମଧିଅରେ ଜଣେ ଥିଲା। ସହେି ତିରିଶ ଜଣ ବୀରମାନଙ୍କ ମଧିଅରେ ବୈଥ୍ଲହମେସ୍ଥ ଦୋଦୟର ପକ୍ସ୍ଟତ୍ର ଇଲ୍ହାନନ୍ ଥିଲା।

ପ୍ରଥମ ବଂଶାବଳୀ 11:26

ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;

Interlinear

Choose Theme