Home Bibles ପ୍ରଥମ ବଂଶାବଳୀ 26:7 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:7 · ଓଡ଼ିଆ ବାଇବେଲ

ଶମଯିଯଙ୍କର ପୁତ୍ରମାନେ ଥିଲେ ଅତନି, ରଫାଯଲେ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିଯ। ଇଲୀଶାବଦ୍ଙ୍କର ଆତ୍ମୀଯମାନେ ଦକ୍ଷ କାରିଗର ଥିଲେ।

Cross references

ପ୍ରଥମ ବଂଶାବଳୀ 9:19

ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ୍ ଅବୀଯାସଫ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ବାରପାଳ ଥିଲେ। ସମାନେେ କୋରହ ପରିବାରବର୍ଗର ଥିଲେ। ସମାନେେ ମନ୍ଦିରର ସବୋ କାର୍ୟ୍ଯ ଦାଯିତ୍ବ ରେ ଥିଲେ। ସମାନେେ ପବିତ୍ର ତମ୍ବୁର ଦ୍ବାର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ। ସମାନେେ ଠିକ୍ ସହେିପରି କଲେ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ।

Interlinear

Choose Theme