Home Bibles ☰ Books ପ୍ରଥମ ବଂଶାବଳୀ 26:5 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:5 · ଓଡ଼ିଆ ବାଇବେଲ

ଅମ୍ମୀଯଲେ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିଯଲ୍ଲତଯ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ବର ପ୍ରକୃତ ରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ।

Cross references

ଦିତୀୟ ଶାମୁୟେଲ 6:12

ତା'ପରେ ଲୋକମାନେ ଦାଉଦକକ୍ସ୍ଟ କହିଲେ, ଓବଦଇଦେୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶିର୍ବାଦ ପାଇଛନ୍ତି କାରଣ ସଠାେରେ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଅଛି। ତେଣୁ ଦାଉଦ ଓବଦଇଦେୋମଙ୍କ ଘରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିବାକକ୍ସ୍ଟ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହାଇେ ଏହା କଲେ।

ପ୍ରଥମ ବଂଶାବଳୀ 13:14

ନିଯମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହ ରେ ତିନିମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ବ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।

ଗୀତସଂହିତା 128:1

ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସମାନଙ୍କେର ପ୍ରେତ୍ୟକକ ବ୍ଯକ୍ତି ଧନ୍ଯ ଓ ସଦାପ୍ରଭୁଙ୍କର ପଥରେ ଚାଲନ୍ତି।

Interlinear

Choose Theme