Home Bibles ପ୍ରଥମ ବଂଶାବଳୀ 23:32 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 23:32 · ଓଡ଼ିଆ ବାଇବେଲ

ତେଣୁ ଲବେୀୟମାନେ ଯେଉଁ କାର୍ୟ୍ଯ କରିବା ଉଚିତ୍, ସମାନେେ ସହେିସବୁ କାର୍ୟ୍ଯ କରୁଥିଲେ। ସମାନେେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସମାନେେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସମାନେେ ସମାନଙ୍କେର ଆତ୍ମୀଯ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ କରିବା ସହିତ ଲବେୀୟମାନେ ଯାଜକମାନଙ୍କୁ ସାହାୟ୍ଯ କରୁଥିଲେ।

Cross references

ଗଣନା ପୁସ୍ତକ 1:53

କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।

ଗଣନା ପୁସ୍ତକ 3:6

ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।

ଗଣନା ପୁସ୍ତକ 3:38

ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।

ଗଣନା ପୁସ୍ତକ 8:26

ତଥାପି ସମାନେେ ପଚାଶବର୍ଷ ବଯସ ରେ ମଧ୍ଯ ସମାଗମ ତମ୍ବୁ ରେ ଆପଣା ଭ୍ରାତାମାନଙ୍କୁ ସବୋକାର୍ୟ୍ଯ ରେ ସାହାୟ୍ଯ କରିବେ। କିନ୍ତୁ ସମାନେେ ନିଜ ମତାମତ ଅନୁସାରେ କାର୍ୟ୍ଯ କରିବା ଉଚିତ୍ ନୁହେଁ। ଏହି ରୂପେ ତୁମ୍ଭେ ଲବେୀୟମାନଙ୍କ ରକ୍ଷଣୀଯ ବିଷଯ ରେ ସମାନଙ୍କେ ପ୍ରତି ଉଚିତ୍ କରିବ।

ଗଣନା ପୁସ୍ତକ 18:5

ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।

ଦିତୀୟ ବିବରଣ 18:7

ସହେି ସ୍ଥାନ ରେ ସେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବୋର ଆପଣା ସମସ୍ତ ଲବେୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ନାମ ରେ ସବୋ କରିବ।

ପ୍ରଥମ ରାଜାବଳୀ 8:4

ସମାନେେ ସଦାପ୍ରଭୁଙ୍କ ୟୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡିକ ଏବଂ ତାଟିଆଗୁଡିକ ସମାଗମ ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବା ରେ ଯାଜକମାନଙ୍କୁ ଲବେୀୟମାନେ ସାହାୟ୍ଯ କଲେ।

ପ୍ରଥମ ବଂଶାବଳୀ 9:27

ସମାନେେ ସାରା ରାତ୍ରି ପରମେଶ୍ବରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତ ରେ ପରମେଶ୍ବରଙ୍କ ମନ୍ଦିରର ଦ୍ବାର ଖାଲିବୋ ସମାନଙ୍କେର କାର୍ୟ୍ଯ ଥିଲା।

ଯିହିଜିକଲ 44:14

ତଥାପି ମନ୍ଦିରର ସବୋକାର୍ୟ୍ଯ ପାଇଁ ଓ ତାହା ମଧିଅରେ ସମସ୍ତ କାର୍ୟ୍ଯ କରିବା ପାଇଁ ମନ୍ଦିରର ଯତ୍ନ ନବୋକୁ ମୁଁ ସମାନଙ୍କେୁ ନିୟୁକ୍ତ କରିବି।

Interlinear

Choose Theme