ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ଓ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ହାମବେଳି ଉତ୍ସର୍ଗ କରିବାର ବଦେୀ ଏହି ସ୍ଥାନ ରେ ହିଁ ନିର୍ମିତ ହବେ।
Cross references
ଯାକୁବ ଭୟ କଲେ ଓ ସେ କହିଲେ, ଏହିସ୍ଥାନ ଭୟାନକ ଅଟେ। ଏହା ପରମେଶ୍ବରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ବର୍ଗର ଦ୍ବାର।
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କବଳେ ସହେି ସ୍ଥାନ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ହାମବେଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦଇେଛନ୍ତି, ତାହାସବୁ ସହେିଠା ରେ ଉତ୍ସର୍ଗ କରିବା ଉଚିତ୍।
ସହେିଦିନ ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାହାଙ୍କକ୍ସ୍ଟ କହିଲା, ୟାଅ, ୟିବୂଷୀଯ ଅରୌଣାର ଶସ୍ଯ ମର୍ଦ୍ଦନ ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କର।
ତୁମ୍ଭମାନେେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ଉପରେ ନିର୍ଭର ରଖୁଅଛୁ। କିନ୍ତୁ ମୁଁ ଜାଣେ ହିଜକିଯ ଯେଉଁ ଉଚ୍ଚସ୍ଥଳୀ ଓ ୟଜ୍ଞବଦେୀ ରେ ଲୋକମାନେ ପୂଜା କରୁଥିଲେ ସେ ସଗେୁଡିକୁ ଦୂ ରଇେ ଦଇେଛନ୍ତି ଆଉ ଯିହୁଦାକୁ ୟିରୁଶାଲମ୍କୁ କହିଛନ୍ତି ତୁମ୍ଭମାନେେ କବଳେ ୟିରୁଶାଲମ୍ର ୟଜ୍ଞବଦେୀ ନିକଟରେ ପୂଜା କରିବ।
ଏହାପରେ ସଦାପ୍ରଭୁଙ୍କର ଦୂତ ଗାଦଙ୍କୁ କଥା କହିଲେ। ସେ କହିଲେ, ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ କୁହ। ଦାଉଦକୁ ୟିବୂଷୀଯ ଅରଣନର ଶସ୍ଯଦଳିବା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ପଡ଼ିବ।
ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।
'ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମ ରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇଶ୍ରାୟେଲର କୌଣସି ପରିବାରବର୍ଗର ନଗର ରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହିଁ। ମାରେ ଲୋକ, ଇଶ୍ରାୟେଲର ଲୋକମାନଙ୍କୁ ନତେୃତ୍ବ ଦବୋ ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହଁ।
ହିଜକିଯ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ୟଜ୍ଞବଦେୀ ସବୁ ବାହାର କରି ଦଲୋ। ଯିହୁଦା ଓ ୟିରୁଶାଲମର ଲୋକମାନେ ! ତୁମ୍ଭମାନଙ୍କୁ ସେ କହିଲା ଯେ, ତୁମ୍ଭମାନଙ୍କୁ କବଳେ ଗୋଟିଏ ୟଜ୍ଞବଦେୀ ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ବଳାଇବାକୁ ପଡ଼ିବ।
ପରମେଶ୍ବର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ଯାଗ କଲେ। ସହେି ତମ୍ବୁରେ ପରମେଶ୍ବର ମନୁଷ୍ଯମାନଙ୍କ ମଧ୍ୟରେ ରହୁଥିଲେ।
କିନ୍ତୁ ସେ ୟୋଷଫେ ପରିବାରକୁ ଅଗ୍ରାହ୍ଯ କଲେ। ପରମେଶ୍ବର ଇଫ୍ରଯିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
ଯେଉଁ ଚ଼ାକରଟି ପାଞ୍ଚ ତୋଡ଼ା ରୂପା ଟଙ୍କା ନଇେଥିଲା, ସେ ତୁରନ୍ତ ସେ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଦଲୋ। ସେ ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ଲାଭକଲା।
ଆମ୍ଭର ପିତୃପୁରୁଷମାନେ ଏହି ପର୍ବତ ରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ୟିରୁଶାଲମ ହେଉଛି ଉପାସନା କରିବା ନିମନ୍ତି ଯଥାର୍ଥ ସ୍ଥାନ।