Home Bibles ପ୍ରଥମ ବଂଶାବଳୀ 21:8 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:8 · ଓଡ଼ିଆ ବାଇବେଲ

ଏହାପର ଦାଉଦ ପରମେଶ୍ବରଙ୍କୁ କହିଲେ, ମୁଁ ଅତି ମୂର୍ଖତାର କାର୍ୟ୍ଯ କରିଅଛି। ଇଶ୍ରାୟେଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ଯ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମାରେ ସହେି ପାପକୁ କ୍ଷମା କର।

Cross references

ଆଦି ପୁସ୍ତକ 34:7

ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।

ପ୍ରଥମ ଶାମୁୟେଲ 13:13

ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।

ପ୍ରଥମ ଶାମୁୟେଲ 26:21

ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।

ଦିତୀୟ ଶାମୁୟେଲ 12:13

ଦାଉଦ ନାଥନକକ୍ସ୍ଟ କହିଲେ, ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅପରାଧ କରିଅଛି।

ଦିତୀୟ ଶାମୁୟେଲ 13:13

ଯଦି ତୁମ୍ଭେ ଏହା କର, ମୁ ଲଜ୍ଜାରକ୍ସ୍ଟ କବେେ ମକ୍ସ୍ଟକ୍ତ ହାଇେ ପାରିବି ନାହିଁ। ଏବଂ ଇଶ୍ରାୟେଲ ରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବଚେିତ ହବେ। ଏଣୁ ମୁ ବିନଯ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତକ୍ସ୍ଟମ୍ଭ ପ୍ରତି ମାେତେ ଦବୋ ପାଇଁ ଅସମ୍ମତ ହବେେ ନାହିଁ।

ଦିତୀୟ ଶାମୁୟେଲ 24:10

ଏହାପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦଯ ଦକ୍ସ୍ଟଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, ଏହି କର୍ମ କରିବା ରେ ମୁ ମହାପାପ କରିଛି। ହେ ସଦାପ୍ରଭୁ, ମୁ ଆପଣଙ୍କକ୍ସ୍ଟ ବିନଯ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁ ଅତି ମକ୍ସ୍ଟର୍ଖର କର୍ମ କରିଅଛି।

ଦିତୀୟ ବଂଶାବଳୀ 10:9

ରିହବିଯାମ୍ ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭମାନେେ ଏହି ଲୋକମାନଙ୍କୁ କି ପ୍ରକା ରେ ଉତ୍ତର ଦବୋ ଉଚିତ୍ ? ମାରେ ପିତା ସମାନଙ୍କେ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସମାନେେ ଚାହାଁନ୍ତି।

ଗୀତସଂହିତା 25:11

ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।

ଗୀତସଂହିତା 32:5

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।

ଗୀତସଂହିତା 51:1

ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।

ଯିରିମିୟ 3:13

ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।

ହୋଶେୟ 14:2

କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ଲୂକଲିଖିତ ସୁସମାଚାର 15:18

ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।

ଯୋହନଲିଖିତ ସୁସମାଚାର 1:29

ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

ଯୋହନଙ୍କ ପ୍ରଥମ ପତ୍ର 1:9

ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।

Interlinear

Choose Theme