Home Bibles ପ୍ରଥମ ବଂଶାବଳୀ 21:26 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:26 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।

Cross references

ଯାତ୍ରା ପୁସ୍ତକ 20:24

ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।

ଯାତ୍ରା ପୁସ୍ତକ 24:4

ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।

ଲେବୀୟ ପୁସ୍ତକ 9:24

ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।

ଗଣନା ପୁସ୍ତକ 16:50

ତହୁଁ ମହାମାରୀ ନିବୃତ୍ତ ହବୋରୁ ହାରୋଣ ସମାଗମ ତମ୍ବୁ ଦ୍ବାର ରେ ମାଶାଙ୍କେ ନିକଟକୁ ଫରେି ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 6:21

ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।

ବିଚାରକର୍ତାମାନଙ୍କ ବିବରଣ 13:20

ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ଶାମୁୟେଲ 7:8

ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।

ପ୍ରଥମ ରାଜାବଳୀ 18:24

ତୁମ୍ଭେ ବାଲ୍ ଭବିଷ୍ଯଦ୍ବକ୍ତାଗଣ ତୁମ୍ଭ ଦବେତାକୁ ତୁମ୍ଭର ପ୍ରାର୍ଥନା କରିବ ଓ ମୁଁ ମାରେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ବର ଅଗ୍ନିଦ୍ବାରା ଉତ୍ତର ଦବେେ ସହେି ପ୍ରକୃତ ପରମେଶ୍ବର। ତା'ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।

ପ୍ରଥମ ରାଜାବଳୀ 18:38

ସେତବେେଳେ ସଦାପ୍ରଭୁଙ୍କ ପ୍ ରରେିତ ଅଗ୍ନି ପ୍ରଜ୍ଜଳିତ ହେଲା ଓ ସହେି ଅଗ୍ନି ହାମାେର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ୟଜ୍ଞବଦେୀର ଗ୍ଭରିପାଖ ରେ ଥିବା ଖାଇର ଜଳକୁ ଶୁଷ୍କ କରି ଦଲୋ।

ଦିତୀୟ ବଂଶାବଳୀ 3:1

ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।

ଦିତୀୟ ବଂଶାବଳୀ 7:1

ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।

ଗୀତସଂହିତା 51:15

ମାରେ ପ୍ରଭୁ, ମାେତେ ପାଳନ କରିବାର କାରଣ ଦିଅ, ମାରେ ଓଠ ଖାେଲ ତହିଁରେ ମାରେ ମୁଖ ତୁମ୍ଭର ପ୍ରଶଂସା ଗାନ କରିବି।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଗୀତସଂହିତା 99:9

ତୁମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ବର ପବିତ୍ର ଅଟନ୍ତି।

ହିତୋପଦେଶ 15:8

ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ଯିଶାଇୟ 65:24

ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।

ଯିରିମିୟ 33:3

ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦବୋ। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷଯ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।

Interlinear

Choose Theme