Home Bibles ପ୍ରଥମ ବଂଶାବଳୀ 21:10 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:10 · ଓଡ଼ିଆ ବାଇବେଲ

ତୁମ୍ଭକୁ ତନ୍ମଧ୍ଯରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସହେି ଅନୁୟାଯୀ ଦଣ୍ଡିତ ହବେ।

Cross references

ଗଣନା ପୁସ୍ତକ 20:12

ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।

ଯିହୋଶୂୟ 24:15

ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ଦିତୀୟ ଶାମୁୟେଲ 12:10

ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'

ପ୍ରଥମ ରାଜାବଳୀ 13:21

ଯିହୁଦାରୁ ସହେି ପରମେଶ୍ବରଙ୍କ ଲୋକକୁ ଭବିଷ୍ଯଦ୍ବକ୍ତା କହିଲେ, ସଦାପ୍ରଭୁ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରିନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଆଜ୍ଞା ଦେଲେ।

ହିତୋପଦେଶ 1:29

ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ।

ହିତୋପଦେଶ 3:12

କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:19

ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।

Interlinear

Choose Theme