ପ୍ରଥମ ବଂଶାବଳୀ 2:52 · ଓଡ଼ିଆ ବାଇବେଲ
ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ;
Cross references
ପ୍ରଥମ ବଂଶାବଳୀ 4:2
ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।