Home Bibles ପ୍ରଥମ ବଂଶାବଳୀ 2:46 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 2:46 · ଓଡ଼ିଆ ବାଇବେଲ

କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।

Cross references

ପ୍ରଥମ ବଂଶାବଳୀ 2:18

କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲବଙ୍କେର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହାଇେଥିଲେ। ଅସୂବାର ୟିରୀଯୋତର କନ୍ଯା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ : ଯେଶର, ଶୋବବ୍ ଓ ଅର୍ଦୋନ।

ପ୍ରଥମ ବଂଶାବଳୀ 2:48

ମାଖା ନାମ୍ନୀ କାଲବରଙ୍କେର ଆଉ ଜଣେ ଦାସୀ ଥିଲେ। ମାଖା ଶବରେ ଓ ତିର୍ହନଃଙ୍କର ମାତା ଥିଲେ।

Interlinear

Choose Theme