ପ୍ରଥମ ବଂଶାବଳୀ 2:34 · ଓଡ଼ିଆ ବାଇବେଲ
ଶେଶନ୍ଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଶେଶନ୍ଙ୍କର ୟାର୍ହା ନାମ ରେ ଜଣେ ମିଶରୀଯ କ୍ରୀତଦାସୀ ଥିଲା।
Cross references
ପ୍ରଥମ ବଂଶାବଳୀ 2:31
ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ।