ପ୍ରଥମ ବଂଶାବଳୀ 18:9 · ଓଡ଼ିଆ ବାଇବେଲ
ତଯି ହମାତ ନଗରୀର ରାଜା ଥିଲେ। ହଦ ରଷେର ସୋବାର ରାଜା ଥିଲେ। ତଯି ଶୁଣିବାକୁ ପାଇଲେ ଯେ, ଦାଉଦ ହଦ ରଷେରଙ୍କ ସମସ୍ତ ସୈନ୍ଯବାହିନୀକୁ ପରାସ୍ତ କରିଛନ୍ତି।
Cross references
ଦିତୀୟ ଶାମୁୟେଲ 8:9
ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦଷେର ସମସ୍ତ ୈସନ୍ଯମାନଙ୍କୁ ପରାସ୍ତ କରିଛନ୍ତି।